![]() |
Published by - Google |
ଧରିତ୍ରୀ_୧୮_ନଭେମ୍ବର_୨୦୨୦
Today Odia News -18-11-2020
*ଖବର
ଆଜିର*
ତାରିଖ ୧୮-୧୧-୨୦ , ବୁଧବାର
୧-ହୁଣ୍ଡିରେ ପଡୁନି
ଦାନ, ଆୟ
ଶୂନ । କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତ ଆସୁନଥିବାରୁ ଆସୁନି ଆୟ, ବଢୁଛି ବ୍ୟୟ । ଅନଲାଇନ୍ ଡୋନେସନ୍
ପାଇଁ ହେଉଛି ଯୋଜନା ।ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍, କରୋନା ପାଇଁ କମିଲା ୫୦ ପ୍ରତିଶତ
ଆୟ ।
୨-ଶୀତ ଅଧିବେଶନ ପାଇଁ
ବାଚସ୍ପତି, ବିଧାୟକ
ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ।
୩-ଓଡିଶାରୁ ଆରମ୍ଭ
ହେଲା ତିନି ବର୍ଷ କମ ଶିଶୁଙ୍କ ପାଇଁ ନୂଆ ଅଭିଯାନ ‘ବାତ୍ସଲ୍ୟ’ ।
୪-ବର୍ଷେ ନପୂରୁଣୁ
ଭାରତର ପ୍ରଥମ ଘରୋଇ ଟ୍ରେନ୍ର ଯାତ୍ରା ହେବ ଶେଷ, ଏକ୍ସପ୍ରେସ୍କୁ ମିଳୁନାହାନ୍ତି
ପାସେଞ୍ଜର ।
୫-ଦିଲ୍ଲୀରେ ପୁଣି
ଫେରିପାରେ ତାଲାବନ୍ଦ! ଚିନ୍ତା ବଢ଼ାଇଲା କରୋନାର ୩ୟ ପର୍ଯ୍ୟାୟ ସଂକ୍ରମଣ । ସଂକ୍ରମଣ ବଢୁଥିବା
ଅଂଚଳରେ କଟକଣା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ କେଜ୍ରିୱାଲ ।
୬-କରୋନା ଟିକା ପାଇଁ
ପ୍ରସ୍ତୁତି, ସଂପ୍ରସାରିତ
ହେବ ଭ୍ୟାକ୍ସିନ୍ ଓ କୋଲ୍ଡ ଚେନ୍ ପଏଣ୍ଟ୍ ।
୭-କେମିତି ପରୀକ୍ଷା
କରାଯାଇଥିଲା ମଡର୍ଣ୍ଣା ଟୀକା ? ନ୍ୟୁୟର୍କ ଟାଇମସରେ ଆସିଲା ବିସ୍ତୃତ ରିପୋର୍ଟ । ଟୀକା
ପରୀକ୍ଷଣରେ ଭାଗ ନେଇଥିଲେ ୩୦ ହଜାର ସ୍ୱେଚ୍ଛାସେବୀ ।
୮-ନିଜର ନୂତନ
ପୁସ୍ତକରେ ଦାବି କଲେ ବାରାକ ଓବାମା, ୨୬/୧୧ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ
ପଛଘୁଞ୍ଚା ଦେଇଥିଲେ ମନମୋହନ ସିଂହ ।
୯-ଜାନୁଆରୀ ପହିଲାରୁ
ନୂଆ ଭୋଟର ପଞ୍ଜିକରଣ ଆରମ୍ଭ ।
୧୦-ଘର କିଣିଥିବା
ଗ୍ରାହକଙ୍କୁ ରିହାତି ଦେଲେ କେନ୍ଦ୍ର ସରକାର: ବଢ଼ିଲା ସର୍କଲ ହାର ।
୧୧-ଟିମ୍ ଇଣ୍ଡିଆର
ଅଫିସିଆଲ୍ କିଟ୍ ସ୍ପନସର୍ MPL, ବିସିସିଆଇ କଲା ଘୋଷଣା ।
୧୨-ଭାରତ ଓ ଚୀନ ମିଶି
ଋଷ କରୋନା ଭ୍ୟାକସିନ୍ ସ୍ପୁଟନିକ୍-Vର ଉତ୍ପାଦନ ଆରମ୍ଭ କରିପାରିବେ- ଭ୍ଲାଦମିର ପୁଟିନ୍ ।
୧୩-ସ୍ବାଭିମାନ ଅଞ୍ଚଳ
ସବୁବେଳେ ମୋ ହୃଦୟରେ ରହିଛି – ମୁଖ୍ୟମନ୍ତ୍ରୀ ।ସ୍ୱାଭିମାନ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ; ଭିଡିଓ କଂଫେରନ୍ସ ଜରିଆରେ କଥା ହେଲେ
ମୁଖ୍ୟମନ୍ତ୍ରୀ।
୧୪-ରାମାୟଣ ଓ ମହାଭାରତ
ଶୁଣି ପିଲାଦିନ କାଟିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଭାରତ ପ୍ରତି ରହିଛି ସ୍ବତନ୍ତ୍ର
ଆକର୍ଷଣ ।
୧୫-ସତର୍କ କରାଇଲେ
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ: ପୁଣି ଥରେ ବଢିବ କରୋନା କେସ୍ ! ଦେଖିବାକୁ ମିଳିପାରେ ନିର୍ବାଚନ, ଦୁର୍ଗାପୂଜା ଓ ଦୀପାବଳିର ପ୍ରଭାବ ।
୧୬-କର୍ମଚାରୀ
ଭବିଷ୍ୟନିଧି ସଂଗଠନ ପ୍ରଚଳନ କଲା ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍; ଉପକୃତ ହେବେ ୬୭ ଲକ୍ଷ ପେନସନଭୋଗୀ ।
୧୭-ରାଜ୍ୟର ୬ଟି
ଜିଲ୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଢେଙ୍କାନାଳ, କେଉଁଝର, ବାରିପଦା, ସୁନ୍ଦରଗଡ ଏବଂ ବରଗଡ ଠାରେ ବିଜେପିର
ନୂତନ କାର୍ଯ୍ୟାଳୟ ଭବନକୁ ଉଦଘାଟିତ କରିଛନ୍ତି ।
୧୮-ସଂକଟରେ ଲକ୍ଷ୍ମୀ
ବିଳାସ ବ୍ୟାଙ୍କ : ଏକ ମାସ ପାଇଁ ମୋରାଟୋରିୟମ୍ ଲାଗୁ କଲେ ସରକାର, ଜମାକାରୀ ସର୍ବାଧିକ ୨୫ ହଜାର ଟଙ୍କା
ଉଠାଇପାରିବେ ।
୧୯-ସାମ୍ନାକୁ ଆସିଲା
ପ୍ରଧାନମନ୍ତ୍ରୀ ମୋଦିଙ୍କ “ମନ୍
କି ବାତ୍” କାର୍ଯ୍ୟକ୍ରମର
ଖର୍ଚ୍ଚ ଓ ଆୟ ହିସାବ : ଆରଟିଆଇ କର୍ମୀ କଲେ ଖୁଲାସା ।
୨୦-ଓଡ଼ିଶା-ଆନ୍ଧ୍ର
ସୀମା ବିବାଦ : ନେତାଙ୍କ କଥା ଶୁଣିଲେନି ଆନ୍ଧ୍ର ଜନତା ।
୨୧-ଚଳିତବର୍ଷଠାରୁ
ଅଙ୍ଗନବାଡ଼ି ଶିଶୁଙ୍କୁ ଜୋତା, ମୋଜା ଏବଂ ସ୍ବେଟର ।
*ଶୁଭ ସକାଳ,ସୁପ୍ରଭାତ*
Published News By- Google, ଧରିତ୍ରୀ_୧୮_ନଭେମ୍ବର_୨୦୨୦
No comments:
Post a Comment