ଆଜିର ମୁଖ୍ୟା ଖବର


 ଆଜିର ମୁଖ୍ୟା ଖବର 

ଏହି ଖବର କାଗଜରେ ଆପଣ ଦେଶବିଦେଶର ଖବର ଜାଣିପାରିବେ .

ଆପଣ ଏହାକୁ download ଭି କରିପାରିବେ .

*ଖବର ଆଜିର*

ତାରିଖ ୨୧-୧୨-୨୦ ସୋମବାର

 -ସାବଧାନ ! ଆହୁରି ଥରିବ ଓଡିଶା ଦିନ ମାଡିବସିବ ବାଘୁଆ ଶୀତ ସତର୍କ କରାଇଲା ପାଣିପାଗ କେନ୍ଦ୍ର

 -ପରୀ ହତ୍ୟା ମାମଲା: କଲେଜ ଛାତ୍ରକୁ ବାନ୍ଧିଲା ଏସ୍ଆଇଟି, ଅପହରଣ, ଦୁଷ୍କର୍ମ ହତ୍ୟା ମାମଲା ରୁଜୁ

 -ବୟସ ବର୍ଷ, ବାର୍ଷିକ ଆୟ ୨୨୦ କୋଟି: ଲଗାତର ଥରହାଏଷ୍ଟ ପେଡ୍ୟୁଟ୍ୟୁବରହେଲେ କୁନି ପୁଅ  ଟେକ୍ସାସ ରିଆନ କାଜି

 -ପୁରୀ ଓଡ଼ିଶା ପାଇଁ ଗର୍ବ: ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ବିଜୟୀ ହେଲେ ପୁରୀ ଝିଅ ଅପର୍ଣ୍ଣା ଦାଶ

 -ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ ବିଜେପିର ତୁଙ୍ଗ ନେତା

 -ଦେଶବାସୀଙ୍କୁ ଚାଷୀଙ୍କ ଆହ୍ୱାନ! ଡିସେମ୍ବର ୨୩ରେ ଓଳିଏ ରଖନ୍ତୁ ଉପବାସ, ୨୭ ତାରିଖମନକି ବାତ୍‌’ରେ ଘରେ ବଜାନ୍ତୁ ଥାଳି

 -ଅଷ୍ଟ୍ରେଲିଆ ହାତରୁ ଲଜ୍ଜାଜନକ ପରାଜୟ ପରେ ବି କୋହଲିଙ୍କ ଟେଷ୍ଟ ମାନ୍ୟତାରେ ସୁଧାର, ସ୍ମିଥ୍ଙ୍କ ହେଲେ ନିକଟତର .

 -ଶେଷ ହେଲା ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ, ରାଜ୍ୟର ହକ୍ ସ୍ଵାର୍ଥ ପାଇଁ ଦଳ ପ୍ରସ୍ତୁତ କଲା ରଣନୀତି, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

 -ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆସନ୍ତା ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

 ୧୦-ନେପାଳରେ ରାଜନୈତିକ ସଂକଟ ଗମ୍ଭୀର ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ

 ୧୧-ଗୋଆ ଆନ୍ତର୍ଜାତିୟ ଫିଲ୍ମ ଫେଷ୍ଟିଭାଲ ପାନୋରମାରେ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଓଡ଼ିଆ ଫିଲ୍ମକାଲିର ଅତୀତ

 ୧୨-ରାଜ୍ୟ ସରକାର-ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଲୋଚନା, ମାସରେ ଲାଗୁ ହେବ ସପ୍ତମ ବେତନ କମିସନ

 ୧୩-ତ୍ବରାନ୍ବିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ: ମହାକାଳପଡ଼ାରେ ପ୍ରସ୍ତାବିତ ବନ୍ଦରସ୍ଥଳକୁ ଅନୁଧ୍ୟାନ କଲେ ମୁଖ୍ୟ ସଚିବ, -ଟି ସଚିବ

 ୧୪-ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିକୁ ଉପେକ୍ଷା; ଏମ୍ବିବିଏସ୍ପରୀକ୍ଷା ପାଇଁ ପ୍ରକାଶ ପାଇଲାନି ସୂଚୀ

 ୧୫-UKରେ ନୂଆ Covid ଷ୍ଟ୍ରେନ୍କୁ ନେଇ ସୋମବାର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଜରୁରି ବୈଠକ, ସାମିଲ ହୋଇପାରନ୍ତି WHO ପ୍ରତିନିଧି

 ୧୬-ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର

 *ଶୁଭ ସକାଳ,ସୁପ୍ରଭାତ*

Click Here - DOWLOAD


No comments:

Post a Comment