Today News
 |
Published by- Google |
*ଖବର ଆଜିର*
ତାରିଖ ୧୪-୧୨-୨୦
ସୋମବାର
୧-ଜଗା ଦର୍ଶନ ପାଇଁ
ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ
ସିଂହଦ୍ୱାର ।
୨-ଆଜି ସକାଳ ୮ଟାରୁ
ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରିବେ ଚାଷୀ,ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ କରିବେ ଅନଶନ ।
୩-ଜାନୁଆରୀରୁ
ଦେଶରେ ଆରମ୍ଭ ହୋଇପାରେ ଟିକାକରଣ, ୧୦ ମାସ ଭିତରେ
ସମସ୍ତଙ୍କୁ ଦିଆଯିବ ଟିକା- ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓଙ୍କ ବଡ ବୟାନ
୪-କରୋନା ମହାମାରୀ
ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ସୁଦ ।
୫-ଟିଆରପି ସ୍କାମ
ମାମଲା – ରିପବ୍ଲିକ ଟିଭିର
ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ ।
୬-ସୀମା ବିବାଦ: ୧୫
ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ସରକାରଙ୍କ ଅନୁମତି ।
୭-ଲିଙ୍ଗରାଜ
ମନ୍ଦିର ଖୋଲିବା ଆଶାରେ ଭକ୍ତ ।
୮-ପରୀ ହତ୍ୟାକାଣ୍ଡ
: ଏସ୍ଆଇଟି ଧରି ନେଇଥିବା ଛାତ୍ରଙ୍କ ବିସ୍ଫୋରକ ବୟାନ, ତଦନ୍ତଆଳରେ ଧମକ ଓ ପ୍ରଲୋଭନ ଦେଇଛି ଏସ୍ଆଇଟି
୯-ଶିଶୁକନ୍ୟା
ସ୍ବାତୀ ନିଖୋଜ ଘଟଣା : ଫେରିବାଲା ଉପରେ ପୁଲିସ୍ର ନଜର ।
୧୦-ଶ୍ରୀମନ୍ଦିରରେ
ମାର୍ଗଶିର କୃଷ୍ଣପକ୍ଷ ଚର୍ତୁଦଶୀ ତିଥିରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି।
୧୧-ଦିଲ୍ଲୀ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବାସଭବନ ଆଗରେ ଭଙ୍ଗାରୁଜା, ଆପ୍ କହିଲା-ଏସବୁ ବିଜେପିର କାରନାମା, ସଫେଇ ଦେଲା ବିଜେପି ।
୧୨-କରୋନା
ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଜିତିନୁ, କରୋନା ଏବେ ବି ଅଛି ।
୧୩-୨୪ ଘଣ୍ଟିଆ ହେବ
RTGS ସେବା, ଏବେ ସବୁ ବେଳେ କରି ପାରିବେ ମନି ଟ୍ରାନ୍ସଫର
*ଶୁଭ ସକାଳ,ସୁପ୍ରଭାତ*
LINK-
15AkhUeS5avcyjtnim17pdF1NkL-N4tmR
No comments:
Post a Comment